ସ୍ୱତନ୍ତ୍ର ୱାର୍ଡ ଗଠନପାଇଁ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଙ୍କ ପ୍ରଶଂସନୀୟ ଉଦ୍ୟମ l
ସ୍ୱତନ୍ତ୍ର ୱାର୍ଡ ଗଠନ ନିମନ୍ତେ କଳାହାଣ୍ଡି ଜିଲ୍ଳା ପରିଷଦ ଉପାଧ୍ୟକ୍ଷଙ୍କ ପ୍ରଶଂସନୀୟ ଉଦ୍ୟମ l
କଳାହାଣ୍ଡି :-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଗ୍ରାମପଂଚାୟତ ରେ ଲୋକଙ୍କୁ ମୌଳିକ ସୁବିଧାରୁ ଯେପରି ବଞ୍ଚିତ ନ ହେବେ ସେଥିପାଇଁ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧିରା ମେହେର କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଙ୍କୁ ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୂର ରାଜସ୍ବ ଗ୍ରାମ କୁ ଏକ ସ୍ୱତନ୍ତ୍ର ୱାର୍ଡ ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କଲେ l ମାନ୍ୟବର ଜିଲ୍ଲାପାଳ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଏହା ପୂର୍ବରୁ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ମେହେର ପଂଚାୟତରେ କଲ୍ୟାଣୀ ମଣ୍ଡପ ଏବଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଉନ୍ନତି କରଣପାଇଁ ଚେଷ୍ଠାଜାରିରଖିଛନ୍ତି l