🔥 TRENDING New Media Group Launches Second Editio... जिलाधिकारी ने छात्र मांगों पर सहमति दी... FSSAI launches fresh prosecution again... ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ ଶିକ୍ଷାର... Thane Mayor Shinde orders crackdown on... ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହା...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘରୁ ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା

✍️ Reporter: Deepak Mahapatra 🗓 28 Nov 2026, 02:27 PM 👁 21
Share: 💬 WhatsApp 📘 Facebook 𝕏 Post
ଘରେ କେହି ନଥିଲେ । ସମସ୍ତେ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗ୍ରୀନ ଭାଙ୍ଗି ଘରେ ପଶିଥିଲେ ଚୋର। ଆଉ ନେଇ ଯାଇଥିଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଦୁଇ ଲକ୍ଷ ଟଙ୍କା।ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କାନକଟା ଛକ ନିକଟରେ ଘଟିଛି ଏହି ବଡ଼ଧରଣର ଲୁଟ୍।

ଗତ ବିଳମ୍ବିତ ରାତିରେ ବିମଳା ବେହେରାଙ୍କ ଘରୁ ଏ‌ହି ଚୋରି ହୋଇଛି। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ପୁଲିସର ତଦନ୍ତ ଚାଲିଥିବା ବେଳେ ଲୁଟେରାଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ।
📲Get App