अपराध
କଟକରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା
ସିଡିଏ ସେକ୍ଟର ୧୩ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବନ୍ଦ ରୁମ୍ ଭିତରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ୍ ମାରିଛି।
କଟକ: ସିଡିଏ ସେକ୍ଟର ୧୩ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବନ୍ଦ ରୁମ୍ ଭିତରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ୍ ମାରିଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ଥିବା ବେଳେ ମହିଳା ଜଣଙ୍କ କିଏ? ତାଙ୍କୁ କାହିଁକି ହତ୍ୟା କରାଗଲା ସ୍ପଷ୍ଟ ହୋଇନାହିଁ।