🔥 ट्रेंडिंग ગાંધીનગરમાં 9 સપ્ટેમ્બર 2026 ના રોજ જન... સાબરકાંઠા જિલ્લામાં R & B વિભાગે રસ્તા... ग्रामपंचायतींवर प्रशासक नेमण्याचे अधिक... दुल्हिन बाजार के सरकुना गाँव में जल-जम... અમદાવાદમાં એસઓજીની મોટી સફળતા: એમડી ડ્... સુરતમાં શ્રી મનીષાબેન ઠાકોરભાઈ પટેલને...
08 सित. 2026
ગુજરાતી मराठी ਪੰਜਾਬੀ বাংলা
ଧାନ ବିକ୍ରି ପାଇଁ ରେକର୍ଡ ପଞ୍ଜୀକରଣ
कृषि

ଧାନ ବିକ୍ରି ପାଇଁ ରେକର୍ଡ ପଞ୍ଜୀକରଣ

✍️ रिपोर्टर: Deepak Mahapatra 🗓 07 सित. 2026, 05:14 PM 👁 10
शेयर करें: 💬 WhatsApp 📘 Facebook 𝕏 Post

ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ସେ କହିଛନ୍ତି ଧାନ ବିକ୍ରି ପାଇଁ ପଞ୍ଜୀକରଣ ୭ ଦିନ ବୃଦ୍ଧି କରିଥିଲେ ସରକାର ଆଉ ଅବଧି ବୃଦ୍ଧି କରାଯିବ ନାହିଁ ।

ଏଥର ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ସେ କହିଛନ୍ତି ଧାନ ବିକ୍ରି ପାଇଁ ପଞ୍ଜୀକରଣ ୭ ଦିନ ବୃଦ୍ଧି କରିଥିଲେ ସରକାର ଆଉ ଅବଧି ବୃଦ୍ଧି କରାଯିବ ନାହିଁ । ଗତକାଲି ସୁଦ୍ଧା ୨୧.୪୨ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି ।ଗତବର୍ଷ ପଞ୍ଜୀକରଣ କରିଥିଲେ ୧୯ ଲକ୍ଷରୁ ୬୭ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ଆଜି ରାତି ଗୋଟାଏ ଯାଏ ଚାଷୀ ଚାହିଁଲେ ପଞ୍ଜିକାରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଆମ ସରକାର ସବୁବେଳେ ଚାଷୀଙ୍କ ହିତରେ ଅଛନ୍ତି ।
ବିରୋଧୀ କଣ ପାଇଁ ପଞ୍ଜିକରଣ ନାଁରେ ଆନ୍ଦୋଳନ ପାଇଁ ଧମକ ଦେଉଛନ୍ତି ତାର ଉତ୍ତର ସେମାନଙ୍କ ପାଖରେ ଥିବ। କେବଳ ଧାନ ନୁହେଁ ସାର ମଧ୍ୟ ଆମ ସରକାର ଚାଷୀଙ୍କୁ ଯୋଗାଇ ଦେବାରେ ଅବହେଳା କରିନାହାନ୍ତି। ଆମ ପାଖରେ ୨୪ ହଜାର ୪୦୦ ଟନ ସାର ଗଚ୍ଛିତ ରହିଛି ।ଟିକେ ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ କରାଯାଉଛି। ଲାଇସେନ୍ସ ରବ୍ଦ କରାଯାଉଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
📲Get App