🔥 TRENDING Four Excise Officials Arrested in US N... Himachal Pradesh University VC stresse... India-Mongolia Joint Military Exercise... Uttarakhand Students Visit Uttar Prade... 6 Engineers Suspended After Contaminat... Delhi Lawyers Oppose New Challan Rules...
22 Sep 2026
ગુજરાતી मराठी ਪੰਜਾਬੀ বাংলা
କାର ବାଇକ ଧକ୍କା
Local

କାର ବାଇକ ଧକ୍କା

✍️ Reporter: Deepak Mahapatra 🗓 07 Sep 2026, 05:12 PM 👁 32
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

କାର ବାଇକ ଧକ୍କା । ପିଲାଙ୍କୁ ସ୍କୁଲ ଛାଡିବାକୁ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାରିଜଣ ଗୁରୁତର ହୋଇଥିବାବେଳେ ତିନିଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଯାଜପୁର ସଠିପୁର ବ୍ରଜନଗର ଲକ୍ଷ୍ମୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଅବିଭାବକ ଜଣଙ୍କ ତିନିଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛାଡ଼ିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡିବାକୁ ଯାଉଥିବାବେଳେ ଏକ କାର ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତେ ପଡ଼ି ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୋଟ ତିନି ଜଣଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
📲Get App