🔥 TRENDING सोंखना बिजलीघर पर विद्युत बिल जमा अभिय... Jammu & Kashmir Transforms into Union... Gun‑point Car Theft in Pathankot Trigg... India completes 26 border roads, 33 br... Two 10th‑grade students drown in Sahar... Adi Galo Council Gives Arunachal Govt...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଓଡ଼ିଶାରୁ ବଡ଼ ଖବର: ପାରାଦୀପ ବନ୍ଦର ଅଧିକାରୀଙ୍କ ବିଭିନ୍ନ ଠିକଣାରେ ସିବିଆଇର ଘନଘନ ଚଢ଼ାଉ!

✍️ Reporter: Deepak Mahapatra 🗓 16 Nov 2026, 12:25 PM 👁 19
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାରୁ ବଡ଼ ଖବର: ପାରାଦୀପ ବନ୍ଦର ଅଧିକାରୀଙ୍କ ବିଭିନ୍ନ ଠିକଣାରେ ସିବିଆଇର ଘନଘନ ଚଢ଼ାଉ!
​ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ୍ ମ୍ୟାନେଜର ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ବିଭିନ୍ନ ଠିକଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
📲Get App