🔥 ट्रेंडिंग ୨୮ରେ ଓଡ଼ିଶା ଆସିବେ ଅମିତ ଶାହ; କେନ୍ଦ୍ର ଗୃ... સાંસદ શોભના એમ. બારૈયાએ વિક્રમ સંવત ૨૦... Bhedi District Police Use CEIR Portal... गयाजी में कबाड़ी दुकान में लगी आग केरल के मंत्री डीके शिवाकुमार की मंदिर... जालौर में पूर्व राज्य मंत्री पुखराज पा...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
यात्रा

ସ୍କୁଟରକୁ ପଛରୁ ଧକ୍କା ଦେଇ ଚଢ଼ିଗଲା ‘ଆମ ବସ୍‌’ : ୩ ଗୁରୁତର

✍️ रिपोर्टर: Deepak Mahapatra 🗓 10 नव. 2026, 01:00 PM 👁 23
शेयर करें: 💬 WhatsApp 📘 Facebook 𝕏 Post
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୂର ଠାରେ ଆମ ବସ୍ ଧକ୍କାରେ ତିନି ମହିଳା ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଦୁଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ବସ୍‌ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ।
ବସକୁ ସ୍ଥାନୀୟ ବାସିନ୍ଦା ଅଟକାଇ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ତିନି ଜଣ ମହିଳା ଏକ ସ୍କୁଟି ଯୋଗେ ପୁରୁଣା ସହରରୁ କେନ୍ଦୁଝର ସହର ଆଡ଼େ ଯାଉଥିବା ବେଳେ ସ୍ଥାନୀୟ ଆଟୋପୁର ଠାରେ କ୍ରୁଟ ଆମ ବସ ମୁହାମୁହିଁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀ ତିନି ଜଣ ଗୁରୁତର ହୋଇଥଲେ। ଏହି ଘଟଣା ପରେ ଆମ ବସ୍ ଉକ୍ତ ରାସ୍ତାରେ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
📲Get App