🔥 ट्रेंडिंग मोगा में पुलिस ने चालान के बदले गुलाब... कोल्हापुरातील हातकणंगलेत दोन मुलं विषब... ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପାଇଁ... पटना ने सरस्वती कुमारी को बनाया नया जि... सफल हृदय शल्यक्रिया के बाद श्रद्धालु न... गंडई थाना में जुआ खेलते पांच आरोपी गिर...
07 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଗଞ୍ଜାମ ବନ୍ୟାଞ୍ଚଳ ବୁଲିଲେ ନବୀନ, ହିଞ୍ଜିଳିରେ “ନବୀନ ଫେରିଯାଅ” ପୋଷ୍ଟର୍

✍️ रिपोर्टर: Deepak Mahapatra 🗓 07 नव. 2026, 02:20 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ଗଞ୍ଜାମ: ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । ନବୀନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେପଟେ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ “ନବୀନ ଗୋ ବ୍ୟାକ୍” ନାରା ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି । ଏହା ପୂର୍ବୁର ବନ୍ୟା ସମୟରେ “ନବୀନ ମିସିଂ” ବୋଲି ଲେଖାଯାଇଥିଲା ।
ନବୀନ ଆଜି ଶେରଗଡ଼, ଆସିକା, ହିଞ୍ଜିଳିକାଟୁ ଏବଂ ସୋରଡ଼ା ବନ୍ୟାଞ୍ଚଳ ବୁଲିଛନ୍ତି । ବନ୍ୟା ପ୍ରପୀଡ଼ିତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ନବୀନ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି । କ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ ଅଟେ । ସରକାର ପ୍ରୋ-ଆକ୍ଟିଭ୍‌ ହୋଇ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।
📲Get App