🔥 ट्रेंडिंग Need 24 news મહેસાણા જિલ્લા ભાજપા દ્વારા આયોજિત વિવ... દેવગઢ બારિયા તાલુકાની આકલી મુખ્ય પ્રાથ... feelsr chi બક્ષી પંચ મોરચા ની કારોબારી બેઠક….🆎 ક... गंदगी और बदबू से लोग परेशान, नगर पंचाय...
05 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ପୁଣି ଓଲଟିଲା ଗୋରୁ ବୋଝେଇ ଗାଡ଼ି! କେବେ ବନ୍ଦ ହେବ ଏଭଳି ଘଟଣା?

✍️ रिपोर्टर: Deepak Mahapatra 🗓 05 नव. 2026, 01:29 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡ଼ିପୁର କେନାଲ ଛକ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡ଼ି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଗାଡ଼ିରୁ ୧୫ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗାଡ଼ି ଚାଳକଙ୍କୁ ଅଟକ ରଖାଯାଇଛି।
ପ୍ରଶ୍ନ ଉଠୁଛି, ଏଭଳି ଭାବରେ ଗୋରୁମାନଙ୍କୁ ଗାଡ଼ିରେ ନେବା କେବେ ବନ୍ଦ ହେବ? ନିରୀହ ପଶୁମାନଙ୍କ ସୁରକ୍ଷା ପାଇଁ କେବେ କଠୋର ପଦକ୍ଷେପ ନିଆଯିବ?
ପ୍ରଶାସନ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉ।
🙏 ଗୋମାତାଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
📲Get App