🔥 ट्रेंडिंग અંબાજી ગામમાં કચરાની સમસ્યા, સફાઈ માટે... CM योगी आदित्यनाथ ने गोरखपुर में 'लोकत... ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ, ଦୁଇ ଦିନ... ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଖବର ପାଇ... ದಾವಣಗೆರೆಯ ನಿವಾಸದಲ್ಲಿ ಸಾರ್ವಜನಿಕರು ಹಾಗೂ... ଧରାପଡ଼ିଲା ଏଡିଇଓଙ୍କ ଜାଲିଆତି, ନିଲମ୍ବନ କଲେ...
04 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଖବର ପାଇ କାନ୍ଦି ପକାଇଲେ ଜଗାଙ୍କ ବାପା; ପଢନ୍ତୁ, କ’ଣ କହିଲେ

✍️ रिपोर्टर: Deepak Mahapatra 🗓 04 नव. 2026, 01:07 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁ ଶଲ୍ୟ (ନ୍ୟୁରୋ ସର୍ଜରୀ) ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ କାନ୍ଦି ପକାଇଛନ୍ତି ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବାପା ଭୂୟାଁ କହଁର।
ସେ କହିଛନ୍ତି, ଆମର ଦୁଇ ଶିଶୁଙ୍କୁ ଅପରେସନ କରି ସେ ଅଲଗା କରିଥିଲେ। ଆମର ଦୁଇ ପୁଅଙ୍କୁ ସେ ନୂଆ ଜୀବନ ଦେଇଥିଲେ। ସେ ଆମ ପାଇଁ ଭଗବାନ ଥିଲେ। ତାଙ୍କ ମୃତ୍ୟୁରେ ଆମେ ଦୁଃଖିତ। ଏହା ଆମକୁ ବହୁତ କଷ୍ଟ ଦେଇଛି। ତାଙ୍କ ଭଳିଆ ବ୍ୟକ୍ତିଟିଏ ଆଉ ଆମେ ଏହି ଜଗତରେ ପାଇବୁ ନାହିଁ। ସେ ଆମକୁ ବହୁତ ସାହାଯ୍ୟ କରିଥିଲେ। ସେ ଆମକୁ ତାଙ୍କ ନିଜ ଛୁଆ ଭଳି ଦେଖୁଥିଲେ।
ସେହିଭଳି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକରେ ଜଗା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନ ସଫଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଳିଆଙ୍କର ମୃତ୍ୟୁ ଘଟିଥିଲା।
📲Get App