🔥 TRENDING पाकुड़ में जिला स्तरीय युवा संसद व विक... Ranbir Kapoor and Yash Raj Films' 'Ram... Maharashtra Drafts Investor‑Friendly M... Another Woman Arrested from Haryana in... Heavy Rain Sweeps Maharashtra, Feature... Mizoram landowners lift road blockade...
03 Nov 2026•
ગુજરાતી मराठी ਪੰਜਾਬੀ বাংলা

ଗୁଣୁପୁରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ।

✍️ Reporter: Suresh Ch Rath 🗓 02 Nov 2026, 11:39 PM 👁 13
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର : ରାୟଗଡ ଜିଲ୍ଲା ଗୁଣୁପୁର ସହରର ବିଭିନ୍ନ ସ୍ଥାନରେ ମା ଗଜଲକ୍ଷ୍ମୀ ପୂଜା ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ସହର ର ମେଡିକାଲ୍ ରୋଡ,ବୃନ୍ଦାବତୀ ନଗର ଏଵଂ ମରାଠୀଗୁଡା ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଦୀର୍ଘ ନଅ ଦିନ ଧରି ମା ଗଜଲକ୍ଷ୍ମୀ ଙ୍କ ରୀତିନୀତି ,ପାରମ୍ପରିକ ବାଦ୍ୟ ତଥା ଆଲୋକ ସଜ୍ଜା ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି ।
📲Get App