🔥 TRENDING Gujarat CM Bhupendra Patel launches Sh... विधायक संजय जाटव ने वार्ड नंबर 15 का द... Gujarat unveils Bet Dwarka Corridor wi... Bihar CM Samrat Chaudhary orders upgra... World Spine Day Highlights Surge in Lo... Jaipur crackdown seizes thousands of m...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
ଏହି ସବୁ ସ୍ଥାନରେ ବାଜି ମାରିଲେ ସ୍ୱାଧୀନ ପ୍ରାର୍ଥୀ, ଜିତିଲେ ସଭାପତି ପଦ
Education

ଏହି ସବୁ ସ୍ଥାନରେ ବାଜି ମାରିଲେ ସ୍ୱାଧୀନ ପ୍ରାର୍ଥୀ, ଜିତିଲେ ସଭାପତି ପଦ

✍️ Reporter: Deepak Mahapatra 🗓 16 Oct 2026, 01:24 PM 👁 20
Share: 💬 WhatsApp 📘 Facebook 𝕏 Post
ରାଜ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କଲେଜର ଫଳାଫଳ ଆସିଗଲାଣି। କେଉଁଠି ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆଉ କେଉଁଠି ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ କିଛି ପ୍ରମୁଖ କଲେଜରେ ସ୍ୱାଧୀନ ପ୍ରାର୍ଥୀ ହାତେଇଛନ୍ତି ସଭାପତି ପଦ।
କଟକ ଶୈଳବାଳା କଲେଜରେ ସଭାପତି ପଦ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଏଠାରେ ପ୍ରଜ୍ଞା ପରମିତା ନାୟକ ସଭାପତି ପଦରେ ବିଜୟୀ ହୋଇଛନ୍ତି। ଖ୍ରୀଷ୍ଟ କଲେଜରେ ସଭାପତି ପଦ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଦୀପକ ମୁଣ୍ଡା।
ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ବାଜି ମାରିଛି ସ୍ୱାଧୀନ ପ୍ରାର୍ଥୀ। ଏଠାରେ ସଭାପତି ପଦ ହାସଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସନ୍ତୋଷ ପୁଣ୍ଡି। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମେନ୍ଦ୍ର ଭୋଳ। ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
📲Get App