🔥 TRENDING નર્મદા જિલ્લાના શ્રમિકો માટે ખુશખબર! હ... मनोज तिवारी निभाएंगे केवट की भूमिका, प... বাগনানের পুজো দেখার জমজমাটি ভিড় बड़ौत में खिदमत फाउंडेशन द्वारा तीसरे... ಡಿ.ಎಂ. ಮಕನದಾರ ಅವರಿಗೆ ಅಂತರರಾಷ್ಟ್ರೀಯ ಮಾನ... मुख्य चुनाव आयुक्त के इस्तीफे की मांग:...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
କଟକ ଶୈଳବାଳାରେ ବାଜିମାରିଲେ ସ୍ୱାଧୀନ ପ୍ରାର୍ଥୀ, ଜିତିଲେ ସଭାପତି ପଦ
Education

କଟକ ଶୈଳବାଳାରେ ବାଜିମାରିଲେ ସ୍ୱାଧୀନ ପ୍ରାର୍ଥୀ, ଜିତିଲେ ସଭାପତି ପଦ

✍️ Reporter: Deepak Mahapatra 🗓 16 Oct 2026, 01:30 PM 👁 13
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ବିଭିନ୍ନ କଲେଜରୁ ଧୀରେ ଧୀରେ ଆସୁଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। କେଉଁଠି ଏବିଭିପି ପ୍ରାର୍ଥୀ ଜିତିଲେଣି ତ ଆଉ କେଉଁଠି ବିସିଜେଡି ପ୍ରାର୍ଥୀ ଜିତିଲେଣି। କିନ୍ତୁ ତା’ ମଧ୍ୟରେ ରାଜ୍ୟର ଅନ୍ୟତମ ବଡ଼ କଲେଜ କଟକର ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ସ୍ୱାଧୀନ ପ୍ରାର୍ଥୀ ସଭାପତି ପଦ ଜିତିଛନ୍ତି। ତାଙ୍କ ନାଁ ପ୍ରଜ୍ଞା ପରମିତା ନାୟକ।
📲Get App