🔥 ट्रेंडिंग आज बिहार प्रवास के दौरान पटना एयरपोर्ट... રાક્ષસ પીતા. ਪਰਾਲੀ ਨੂੰ ਅੱਗ ਲਾਉਣ ਵਾਲੇ ਹੋ ਜਾਣ ਸਾਵਧਾਨ!... गढ़मुक्तेश्वर रामलीला में सीता हरण और... लुधियाना में पंजाब बंद के दौरान युवक क... दिल्ली हाईकोर्ट में तिरंगा मार्च के प्...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଛାତ୍ର ସଂସଦ ନିର୍ବାଚନ ବେଳେ ଟଙ୍କା ବାଣ୍ଟି ଛାତ୍ର ଅଟକ

✍️ रिपोर्टर: Deepak Mahapatra 🗓 15 अक्टू. 2026, 03:52 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ବେଳେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ଜଣେ ଛାତ୍ର ବିଶ୍ୱବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
କିଛି ଛାତ୍ର ସେହି ଛାତ୍ରଙ୍କୁ ଘେରି ଯାଇଥିଲେ। ତାଙ୍କ ପକେରୁ କିଛି ଟଙ୍କା ମିଳିଥିଲା। ପୁଲିସ ତାଙ୍କୁ ଉଠାଇ ନେଇ ଅଟକ ରଖିଛି। ତାଙ୍କ ପକେଟରୁ ୧୫ ଶହ ଟଙ୍କା ମିଳିଥିବା ଜଣାପଡ଼ିଛି। ସେ କେବଳ ଶହେ ଟଙ୍କିଆ ନୋଟ୍ ରଖିଥିଲେ।
ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍ ସେଥିରେ ହସ୍ତକ୍ଷେପ କରିବା ସହିତ ସମସ୍ତଙ୍କୁ ସେଠାରୁ ଘଉଡ଼ାଇ ଦିଆଯାଇଥିଲା। ଅଟକ ଛାତ୍ର ଜଣଙ୍କ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ର ବୋଲି ଜଣାପଡ଼ିଛି।
📲Get App