🔥 TRENDING જામનગરમાં બાયોમેડિકલ વેસ્ટ જાહેરમાં ફે... Police Disperse Vendors After Garbage... जमशेदपुर में 17-18 अक्टूबर को होगा गरब... Fire Breaks Out in Waste Dump at Shahi... Around 500 Haryana Congress Workers Pr... Body of Unknown Youth Found on Canal T...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘର ସାମ୍ନାରୁ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚେନ୍

✍️ Reporter: Deepak Mahapatra 🗓 12 Oct 2026, 12:10 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଘର ସାମ୍ନାରେ ଫୁଲ ତୋଳିବା ବେଳେ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ବଡବନ୍ଧ ନିକଟରେ ।
ବୃଦ୍ଧା ସୁଶୀଳା ମହାନ୍ତ ସବୁଦିନ ଭଳି ନିଜ ଘର ସାମ୍ନା ଗଛରୁ ଫୁଲ ତୋଳୁଥିଲେ । ହଠାତ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଖସି ପଳାଇଲେ। ଦୁର୍ବୃତ୍ତମାନେ ମୁହଁରେ ମାସ୍କ ଲଗାଇଥିବାର ଦେଖିବାକୁ ମିଳିଛି l
ସମ୍ପୂର୍ଣ ଘଟଣା ଘର ସାମ୍ନା ସିସି କ୍ୟାମେରାରେ ରେକର୍ଡ ହୋଇଥିବାର ଜଣାପଡିଛି l ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି ।
📲Get App