🔥 TRENDING Rainfall deficit of up to 59% in 12 Ma... Rajasthan scrubs educational qualifica... સુરતમાં નાગરિકે જન્મદિવસની અનોખી રીતે... विकलांग दम्पति से 1.84 लाख की धोखाधड़ी... અમરેલી: યુવક પર ડોક પકડી માર માર્યા બા... पुलिस अधीक्षक डॉ. संजय कुमार अग्रवाल क...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

✍️ Reporter: Deepak Mahapatra 🗓 09 Oct 2026, 12:22 PM 👁 21
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ । ସୁନ୍ଦରଗଡ଼ ଜିଲ୍ଲାର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ରେଡ୍‌ ।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ୮ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି ।
ତାଙ୍କର ସୁନ୍ଦରଗଡ଼ର ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ , ପୈତୃକ ବାସଭବନ ସହ ବାବୁ ଭୁନନେଶ୍ୱରରେ ରଖିଥିବା ୩ ଟି ଫ୍ଲାଟରେ ଏକା ସାଙ୍ଗରେ ଚଢ଼ାଉ କରୁଛି ଭିଜିଲାନ୍ସର ବିଭିନ୍ନ ଟିମ ।
📲Get App