🔥 TRENDING પોષણથી સમૃદ્ધ બાળપણ, સ્વસ્થ ભવિષ્યની મ... राजस्थान: खाद्य सुरक्षा योजना में अपात... Young leader Nikhil Kumaraswami welcom... नवादा: रोह में राजकीय डिग्री कॉलेज की... Maharashtra Reschedules MHT-CET 2027 t... પોલીસ દ્વારા સાયબર સુરક્ષા અને છેતરપિં...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

🔴 #ରୋଗୀଙ୍କ_ସହ_ଜଳିଗଲା_ଆମ୍ବୁଲାନ୍ସ!

✍️ Reporter: PRADIPTA PATRA 🗓 09 Oct 2026, 06:48 PM 👁 23
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

🔴 #ରୋଗୀଙ୍କ_ସହ_ଜଳିଗଲା_ଆମ୍ବୁଲାନ୍ସ!

ଉଦଳା ମେଡିକାଲ ପରିସରରେ ଭୟାବହ ଅଗ୍ନିକାଣ୍ଡ। ଅକ୍ସିଜେନ୍ ଟାଙ୍କି ଫାଟିବା ପରେ ହୁତୁହୁତୁ ହୋଇ ଜଳିଗଲା ଏକ ଘରୋଇ ଆମ୍ବୁଲାନ୍ସ।

ଏହି ଅଗ୍ନିକାଣ୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତକ ହେଲେ କୁଣ୍ଡାବାଇ ଅଞ୍ଚଳର ସୁଯୋଶ କୁମାର ବାରିକ।

ଆହତ ଆଟେଣ୍ଡାଣ୍ଟ ଓ ଡ୍ରାଇଭରଙ୍କୁ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାକୁ ନେଇ ମେଡିକାଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
📲Get App