🔥 TRENDING Over 458 Acres of Illegal Cannabis Cro... दीदारगंज थाना क्षेत्र के हीरानंदनपुरगा... Arunachal Pradesh Government Frees Fou... Arunachal Pradesh Seizes 458 Acres of... Auqib Nabi Takes Maiden International... रानीवाड़ा के निकटवर्ती मेडक कल्ला में...
07 Nov 2026•
ગુજરાતી मराठी ਪੰਜਾਬੀ বাংলা

କଂଗ୍ରେସର ବିକ୍ଷୋଭ ରାଲି

✍️ Reporter: MURALI DHAR RAITI 🗓 08 Oct 2026, 02:30 PM 👁 44
Share: 💬 WhatsApp 📘 Facebook 𝕏 Post

ଭାରତ ବନ୍ଦ

ଭାରତ ବନ୍ଦ: ତା 08/10/2026 ଖଡ଼ିଆଳରେ କଂଗ୍ରେସର ବିକ୍ଷୋଭ ରାଲି
ଖଡ଼ିଆଳ: ଭାରତ ବନ୍ଦ ଆହ୍ୱାନକୁ ସମର୍ଥନ ଜଣାଇ ଖଡ଼ିଆଳରେ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ରାଲି ଆୟୋଜିତ ହୋଇଥିଲା। ଦଳୀୟ ନେତା ଓ କର୍ମୀମାନେ ରାଲିରେ ସାମିଲ ହୋଇ ବିଭିନ୍ନ ଦାବି ନେଇ ସ୍ଲୋଗାନ ଦେଇଥିଲେ।
ରାଲିଟି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ଭାରତ ବନ୍ଦକୁ ସମର୍ଥନ କରିବା ପାଇଁ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ନାରାବାଜି କରିଥିଲେ।
ରାଲିକୁ ନେଇ ଖଡ଼ିଆଳ ସହରରେ କିଛି ସମୟ ପାଇଁ ରାଜନୈତିକ ପରିବେଶ ସରଗରମ ହୋଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
ରିପୋର୍ଟ: ଖଡ଼ିଆଳ :::ମୁରଲୀ ଧର ରାଇତି
📲Get App