🔥 ट्रेंडिंग ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... बीआरएस ने तेलंगाना सीएम रेवंत रेड्डी क... तेलंगाना उपभोक्ताओं पर नवंबर 2026 से ब... ओडिशा के डीजीपी ने छात्र चुनाव और महिल... कनक न्यूज ओडिशा ने 45वें 8 बजे के बुले...
06 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଦାମୀ ଥାର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ
अपराध

ଦାମୀ ଥାର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ

✍️ रिपोर्टर: Deepak Mahapatra 🗓 06 अक्टू. 2026, 02:56 PM 👁 10
शेयर करें: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ୪୦ କେଜି ଗଞ୍ଜେଇ ସହ ଥାର ଗାଡ଼ି ଜବତ କରାଯାଇଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ସୁଦୁରକୁମ୍ପା ଗାଁର ମହେନ୍ଦ୍ର ବେହେରା ।

ଭଞ୍ଜନଗର ଅବକାରୀ ବିଭାଗ ପହଣ୍ଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଏକ ଥାର ଗାଡ଼ି ଆସୁଥିଲା । ଅବକାରୀ ଟିମ୍‌କୁ ଦେଖି ଗାଡ଼ିଟି ହଠାତ୍ ବୁଲାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଅବକାରୀ ଟିମ୍ ପିଛା କରି ଗାଡ଼ିକୁ ଅଟକାଇ ତଲାଶି କରିଥିଲା ।
ତଲାଶି ବେଳେ ଥାର ଗାଡ଼ିରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇ ଓ ଥାର ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ବିବୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।
📲Get App