🔥 TRENDING हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે... ఆదిలాబాద్: రెడ్ క్రాస్ ఛైర్మన్గా ఆడే క...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
୧୫ରେ ଛାତ୍ର ସଂସଦ ନିର୍ବାଚନ
Education

୧୫ରେ ଛାତ୍ର ସଂସଦ ନିର୍ବାଚନ

✍️ Reporter: Deepak Mahapatra 🗓 05 Oct 2026, 12:22 PM 👁 10
Share: 💬 WhatsApp 📘 Facebook 𝕏 Post
୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସୂଚନା । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ସୂଚନା ଦେଲେ ସୂର୍ଯ୍ୟବଂଶୀ ସୂରଜ ।

କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ ନେଇ ମନ୍ତ୍ରୀଙ୍କ ସୂଚନା । ୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।
୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।
📲Get App