🔥 TRENDING School Van Overturns in Satna, Madhya... ਬਾਈਕ ਸਵਾਰ ਵੱਲੋਂ ਸਾਈਕਲ ਚਲਾ ਰਹੇ ਬੱਚੇ ਨੂੰ... પોલીસ સબ ઇન્સ્પેક્ટર પર સવાલો ઉઠાવતા ક... बरसाना धाम में श्री राधा रानी परिवार द... जालोर: बागोड़ा में अधिकारियों की लापरव... ରାସନ କାର୍ଡରୁ କଟିଲାଣି ପ୍ରାୟ ୧୦ ଲକ୍ଷ ଅଯୋ...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ଅଶାନ୍ତ ସମୁଦ୍ର; ପାରାଦୀପ ପୋର୍ଟରେ ଆଶ୍ରୟ ନେଲେ ୩୬ ଟି ଆନ୍ଧ୍ର ମାଛଧରା ଟ୍ରଲର

✍️ Reporter: Deepak Mahapatra 🗓 24 Sep 2026, 12:08 PM 👁 8
Share: 💬 WhatsApp 📘 Facebook 𝕏 Post
ଅଶାନ୍ତ ସମୁଦ୍ରରେ ନିଜ ରାଜ୍ୟକୁ ଫେରିନପାରି ୩୬ଟି ମାଛଧରା ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ଅନୁମତି ଚାହିଁଥିଲେ । ଯେଉଁଥିରେ ୩୧୯ ଜଣ ମତ୍ସ୍ୟଜୀବୀ ରହିଥିଲେ । ଅନୁମତି ମିଳିବା ପରେ ପ୍ରଥମେ ୨୮ ଓ ପରେ ଆଉ ୮ଟି ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ପହଞ୍ଚିଥିଲେ।ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ର ଅଶାନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯିବାକୁ ମନା କରିଥିଲେ । କିନ୍ତୁ କିଛି ମତ୍ସଜୀବୀ ପ୍ରଶାସନର ସତର୍କ କରିବା ପୂର୍ବରୁ ସମୁଦ୍ର ଭିତରେ ରହିଯାଇଥିଲେ । ଅଶାନ୍ତ ସମୁଦ୍ରରେ ନିଜ ରାଜ୍ୟକୁ ଫେରିନପାରି ୩୬ଟି ମାଛଧରା ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ଅନୁମତି ଚାହିଁଥିଲେ । ଯେଉଁଥିରେ ୩୧୯ ଜଣ ମତ୍ସ୍ୟଜୀବୀ ରହିଥିଲେ ।ଅନୁମତି ମିଳିବା ପରେ ପ୍ରଥମେ ୨୮ ଓ ପରେ ଆଉ ୮ଟି ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ପହଞ୍ଚିଥିଲେ। ଏହା ସହ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଆନ୍ଧ୍ରପ୍ରଦେଶର ଆଉ ଗୋଟିଏ ଟ୍ରଲର ପାରାଦୀପ ଫିସିଙ୍ଗ୍ ହାର୍ବର ମଧ୍ୟରେ ଆଶ୍ରୟ ନେଇଥିବା ଜଣାପଡିଛି ।
ଅଶାନ୍ତ ସମୁଦ୍ର ସ୍ୱାଭାବିକ ଅବସ୍ଥାକୁ ଆସିଲେ ଏହି ଟ୍ରଲରଗୁଡିକ ପାରାଦୀପ ପୋର୍ଟରୁ ବାହାରି ସମୁଦ୍ରକୁ ଚାଲିଯିବାର ସୂଚନା ମିଳିଛି ।
📲Get App