Sports
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି 'ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି'ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଲି।
ଫୁଟବଲ୍, ଖୋ-ଖୋ, କବାଡ଼ି ଓ ଭଲିବଲ୍ ପରେ ଏବେ କ୍ରିକେଟ୍ ମଧ୍ୟ ସିଏମ୍ ଟ୍ରଫିରେ ଯୋଡ଼ି ହୋଇଛି, ଯାହା ରାଜ୍ୟର ସମସ୍ତ ତୃଣମୂଳ ପ୍ରତିଭାଙ୍କୁ ନିଜର ଶ୍ରେଷ୍ଠ କ୍ରୀଡ଼ା କୌଶଳ ପ୍ରଦର୍ଶନ ପାଇଁ ଏକ ସୁଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିଛି।
ଏହି ଅବସରରେ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ଆମ ଓଡ଼ିଶାର ଗୌରବ ଦେବାଶିଷ ମହାନ୍ତିଙ୍କ ଯୋଗଦାନ ଯୁବ ଖେଳାଳିମାନଙ୍କୁ ନୂଆ ଉତ୍ସାହ ଓ ପ୍ରେରଣା ଯୋଗାଇବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତଥା ଫ୍ରାଞ୍ଚାଇଜମାନଙ୍କ ପ୍ରୟାସ ପ୍ରଶଂସନୀୟ। ଅଂଶଗ୍ରହଣକାରୀ ସମସ୍ତ ଦଳ ତଥା ଖେଳାଳିମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।