🔥 TRENDING Junior Doctors Stage Protest in Chhatt... Gujarat University launches two facult... Veteran Kannada Actor Anant Nag Receiv... રાજકોટ LCB ટીમ પર ૧.૨૦ લાખની વસૂલીનો આ... રાધનપુરના ધારાસભ્ય શ્રી લવિંગજી ઠાકોરે Tom Cruise signs on to sci‑fi film ‘Di...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଇନ୍‌ଫୋସିଟି ଛକରେ ହିଟ୍‌ ଆଣ୍ଡ୍‌ ରନ୍

✍️ Reporter: Deepak Mahapatra 🗓 23 Sep 2026, 12:30 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ମଦ୍ୟପ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ରାସ୍ତା କଡ଼ରେ ପାର୍କିଂ ଥିବା ବାଇକ୍‌, ସ୍କୁଟି ଓ ଅଟୋ ଉପରେ ଚଢ଼ିଗଲା ଟ୍ରକ । ମଦ୍ୟପ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ଜିମା ଦେଇଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖର ପୁଲିସ ପହଞ୍ଚି ଘଟଣାକୁ ନେଇ ଛାନଭିନ କରୁଛି ।
📲Get App