🔥 TRENDING રાધનપુરના ધારાસભ્ય શ્રી લવિંગજી ઠાકોરે Tom Cruise signs on to sci‑fi film ‘Di... मुख्यमंत्री डॉ. प्रमोद सावंत ने टीम टे... અમદાવાદ: મણિનગર ખાતે શિવશક્તિ યુવક મંડ... બોટાદ: રાણપુરના મહંમદનગર-નાગનેશ માર્ગ... FDA orders cold storage for beef, perm...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ଅଶାନ୍ତ ଚିଲିକା: ୨୫ ଯାଏଁ ଡଙ୍ଗା ଚଳାଚଳ ବନ୍ଦ

✍️ Reporter: Deepak Mahapatra 🗓 23 Sep 2026, 12:42 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଲଘୁଚାପ ପ୍ରଭାବରେ ଚିଲିକାରେ ପ୍ରବଳ ବର୍ଷା ସହ ପବନ ହେଉଛି । ପ୍ରବଳ ବର୍ଷା ହେବା ଫଳରେ ଚିଲିକାର ଜଳସ୍ତର ଧିରେ ଧିରେ ବଢିବାରେ ଲାଗୁଛି । ଏହା ମଧ୍ୟରେ ପୁରୀ ଜିଲ୍ଲାକୁ IMDର ରେଡ୍ ୱାର୍ଣ୍ଣିଂ ପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଥିବାର ଦେଖିବାକୁ ମିଳିଛି ।ବର୍ଷା ପବନ ଆଉ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଜାତାୟତ ସେବା ବନ୍ଦ ରହିବା ନେଇ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
📲Get App