🔥 TRENDING Sri Lanka legend Sanath Jayasuriya pra... குடியாட்டம் பதிவாளர் திரு சேகர் அவர்கள... વડોદરામાં અચાનક બદલાયેલો વાતાવરણ, વીજળ... ભરૂચ જિલ્લા જેલમાં સેવા સંકલ્પ અભિયાન... મુધણેશ્વર મહાદેવ મંદિર ખાતે ત્રિદિવસીય... *கடலூர் மாவட்டம் முழுவதும் சூழ்ந்த கரு...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ

✍️ Reporter: Deepak Mahapatra 🗓 21 Sep 2026, 11:58 AM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ । ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି ।

ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅରଡବଜାରରେ ଏକ ପେପର ପ୍ଲେଟ ଗୋଦାମରେ ଅଗ୍ନିକାଣ୍ଡ । ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତାହତ ହୋଇନଥିବା ଜଣାପଡିଛି। ଅଗ୍ନିଶମ ବାହିନୀର ୨ଟି ଗାଡି ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି ।
ପ୍ରଥମେ ଗ୍ୟାସ ଟାଙ୍କି ଫାଟିବା ଭଳି ଶବ୍ଦ ହୋଇଥିଲା। ସେଥିରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
📲Get App