🔥 TRENDING ବିଶ୍ୱକର୍ମା ପୂଜା ପାଇଁ ଫୁଲ ତୋଳୁଥିଲେ, ଛାତ... Trailer of ‘Janmotsava’ Unveiled, Show... Gujju loveguru death ବିଶ୍ୱାସରେ ବିଷ: ପୁରୀରେ ଏମିତି ପରିବେଶରେ ତ... સુરતમાં ચાર ગણેશજીનો પ્રથમ વખત એકસાથે... ગજ્જુ લવ ગુરુ ચંદન રાઠોડનું દુઃખદ અવસા...
17 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ମହାନଦୀରେ ଭାସିଗଲେ ୩ ସାଙ୍ଗ: ୨ ଉଦ୍ଧାର, ଜଣେ ନିଖୋଜ

✍️ Reporter: Deepak Mahapatra 🗓 17 Sep 2026, 04:28 PM 👁 7
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ନାବାଳକ। ସେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଏହି ନାବାଳକଙ୍କ ଘର ଜଗତପୁର ବାଲିସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି।ଏହି ନାବାଳକ ଓ ତାଙ୍କ ୨ ଜଣ ସାଙ୍ଗ ଆଜି ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ୩ ଜଣଙ୍କ ନଦୀରେ ଭାସି ଯାଇଥିଲେ। ତେବେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ବାହିନୀ।
ସୂଚନାଯୋଗ୍ୟ, ଗତକାଲି ଗଣେଶ ମୂର୍ତ୍ତି ଭସାଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଓ ପୋଖରୀରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ମୋଟ ଉପରେ ଗତକାଲି ନଦୀ ଓ ପୋଖରୀରେ ବୁଡ଼ି ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣଙ୍କ ମଧ୍ୟରୁ କିଏ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ତ କିଏ କର୍ମା ପୂଜା ପାଇଁ ବାଲି ଆଣିବାକୁ ଯାଇ ବୁଡ଼ି ଯାଇଥିଲେ।
📲Get App