🔥 TRENDING આમોદમાં 2 વર્ષીય બાળક ગટરમાં પડી મૃત્ય... தென்காசி மாவட்டத்தில் சாக்கடை கழிவுநீர... Bihar Board 2027 Class 10 & 12 Exams:... Giant Crocodile Enters Bihar Village,... Medical Device Industry Supports Call... Maharashtra Employee Seeks ₹1.67 Lakh...
16 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୬ ଯୁବକ ଅଟକ

✍️ Reporter: Deepak Mahapatra 🗓 16 Sep 2026, 01:10 PM 👁 10
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩୬ ଯୁବକ ଅଟକ । ଗତକାଲି ସେକ୍ଟର ୬ ଅଞ୍ଚଳର ଜାମଟୋଲି ବସ୍ତିକୁ କୁଣିଆ ଆସିଥିବା ଯୁବକ ଘରେ ପଶି ସଙ୍ଗଵଦ୍ଧ ଭାବେ ଆକ୍ରମଣ ହୋଇଥିଲା ।ରାଉରକେଲା ସହରର ସେକ୍ଟର ୭ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୬ ଯୁବକ ଅଟକ । ରାଉରକେଲା ସହରର ସେକ୍ଟର ୭ ପୋଲିସ ୩୬ ଜଣ ଯୁବକଙ୍କୁ ଅଟକ ରଖିଛି । ଗତକାଲି ସେକ୍ଟର ୬ ଅଞ୍ଚଳର ଜାମଟୋଲି ବସ୍ତିକୁ କୁଣିଆ ଆସିଥିବା ଯୁବକ ଘରେ ପଶି ସଙ୍ଗଵଦ୍ଧ ଭାବେ ଆକ୍ରମଣ ହୋଇଥିଲା ।ମାରଣାସ୍ତ୍ର ଧରି କାର ବାଇକ ଭଙ୍ଗାରୁଜା କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ଯୁବକମାନଙ୍କୁ ଖୋଜୁଥିବାର ସୂଚନା ମିଳିଛି ।
📲Get App