🔥 TRENDING शेगावात श्रीचा ११६वा समाधी उत्सवाची तय... Varsad સુરત: પી.પી. સવાણી હોસ્ટેલમાં ફૂડ પોઈઝ... કોડીનાર શહેર માં વરસાદ નુ આગમન પાંડેસરા વિસ્તારમાં ડીજે રેલી દરમિયાન... સુરત: મેઘરાજાની ધમાકેદાર બેટિંગ અને ભા...
14 Sep 2026
ગુજરાતી मराठी ਪੰਜਾਬੀ বাংলা
କଟକରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା
Crime

କଟକରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

✍️ Reporter: Deepak Mahapatra 🗓 14 Sep 2026, 12:45 PM 👁 6
Share: 💬 WhatsApp 📘 Facebook 𝕏 Post

ସିଡିଏ ସେକ୍ଟର ୧୩ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବନ୍ଦ ରୁମ୍ ଭିତରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ୍‌ ମାରିଛି।

କଟକ: ସିଡିଏ ସେକ୍ଟର ୧୩ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବନ୍ଦ ରୁମ୍ ଭିତରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ୍‌ ମାରିଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ଥିବା ବେଳେ ମହିଳା ଜଣଙ୍କ କିଏ? ତାଙ୍କୁ କାହିଁକି ହତ୍ୟା କରାଗଲା ସ୍ପଷ୍ଟ ହୋଇନାହିଁ।
📲Get App