Crime
ଡକାୟତି ପୂର୍ବରୁ ପୋଲିସର ଚଢ଼ାଉ!
ପୁରୀ ବାସେଳୀସାହି ଥାନା ପୋଲିସର ବଡ଼ ସଫଳତା। ଏକ ଲଜ୍ ନିକଟସ୍ଥ ପରିତ୍ୟକ୍ତ ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ କିଛି ସାମଗ୍ରୀ ଜବତ ସହ ମାରଣାଅସ୍ତ୍ର ଜବତ l