🔥 TRENDING ଜଜପୁର ଟାଉନରେ ଘଟିଥିବା ଘଟଣା Search for “g20india” spikes on The Tr... Court Orders 2-Day Police Custody for... Two suspects arrested in separate murd... CBI Secures Extradition of Financial F... Celebrity Wedding Held After Tragic In...
12 Sep 2026
ગુજરાતી मराठी ਪੰਜਾਬੀ বাংলা
Jobs & Career

ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ, ୫ ଦିନ ବ୍ୟାଙ୍କ୍‌ ଛୁଟି ନେଇ ଚିନ୍ତାରେ ଗ୍ରାହକ

✍️ Reporter: Deepak Mahapatra 🗓 11 Sep 2026, 06:50 PM 👁 47
Share: 💬 WhatsApp 📘 Facebook 𝕏 Post
ଦରମା ସଂଶୋଧନ ଆଦି ଦାବିରେ ଆଜି (ଶୁକ୍ରବାର) ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ଡାକରାରେ ଭଦ୍ରକର ବିଭିନ୍ନ ବ୍ୟାଙ୍କର କାର୍ମଚାରୀମାନେ କାର୍ଯ୍ୟବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ବ୍ୟାଙ୍କ କାରବାର ବନ୍ଦ ହୋଇଥିବା ବେଳେ ମାସର ଦ୍ବିତୀୟ ଶନିବାର, ରବିବାର, ନୂଆଖାଇ, ଗଣେଶପୂଜା ଆଦିକୁ ମିଶାଇ ୫ ଦିନ ଛୁଟି ରହୁଥିବାରୁ ଗ୍ରାହକମାନେ ଚିନ୍ତାରେ ଅଛନ୍ତି। ଦରମା ସଂଶୋଧନ ଆଦି ଦାବିରେ ଆଜି (ଶୁକ୍ରବାର) ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ଡାକରାରେ ଭଦ୍ରକର ବିଭିନ୍ନ ବ୍ୟାଙ୍କର କାର୍ମଚାରୀମାନେ କାର୍ଯ୍ୟବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ବ୍ୟାଙ୍କ କାରବାର ବନ୍ଦ ହୋଇଥିବା ବେଳେ ମାସର ଦ୍ବିତୀୟ ଶନିବାର, ରବିବାର, ନୂଆଖାଇ, ଗଣେଶପୂଜା ଆଦିକୁ ମିଶାଇ ୫ ଦିନ ଛୁଟି ରହୁଥିବାରୁ ଗ୍ରାହକମାନେ ଚିନ୍ତାରେ ଅଛନ୍ତି। ଆବାହକ ଜଗନ୍ନାଥ ରାଉତ କହିଛନ୍ତି, ମାର୍ଚ୍ଚ ୨୦୨୪ରେ ବ୍ୟାଙ୍କ ୟୁନିୟନ ସହିତ ସରକାରଙ୍କ ସହ ଦରମା ସଂଶୋଧନ ଓ ଅନ୍ୟାନ୍ୟ ଦାବି ସମ୍ବଳିତ ମିଳିତ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ରାଜିନାମା କାର୍ଯ୍ୟକାରୀ ନହୁଏ ତେବେ ଆଗାମୀ ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ତିନିଦିନ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି ।
📲Get App