राजनीति
ପଞ୍ଚାୟତ-ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି । ୨୩ ସେପ୍ଟେମ୍ବରରେ ମାଷ୍ଟର୍ ଟ୍ରେନର୍ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ । ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ।
୨୩ ସେପ୍ଟେମ୍ବରରେ ମାଷ୍ଟର୍ ଟ୍ରେନର୍ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ । ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ।ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ ।