🔥 ट्रेंडिंग રાજુલાના હઠીલા હનુમાનજી મંદિરે ભવ્ય સુ... રાજચરડી રોડ પર કામકાજ ચાલુ நாளை கோவை மின்தடை பகுதிகள்!? અમરેલીના ધારગણી ગામમાં સેલ નદીમાં છલાં... ओडिशा के बोनई वन में हाथी की लाश मिली,... भुवनेश्वर में अंतरराज्यीय मोबाइल चोर क...
21 सित. 2026
ગુજરાતી मराठी ਪੰਜਾਬੀ বাংলা
ନନ୍ଦନକାନନରେ ନୂଆ ଅତିଥି ।
स्थानीय

ନନ୍ଦନକାନନରେ ନୂଆ ଅତିଥି ।

✍️ रिपोर्टर: Deepak Mahapatra 🗓 07 सित. 2026, 04:42 PM 👁 30
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ମାଆ ହେଲା ସିଂହୀ ମାୟା । ପ୍ରଥମ ଶାବକ ରାତି ପ୍ରାୟ ୨ଟା ୪୧ରେ ଜନ୍ମ ହୋଇଥିଲା । ଦ୍ଵିତୀୟ ଶାବକଟି ଭୋର୍ ୫ଟା ୪୯ ସମୟରେ ଜନ୍ମ ହୋଇଥିଲା । ପ୍ରଥମ ଶାବକ ମୃତ ଜନ୍ମ ହୋଇଥିବା ବେଳେ ଅନ୍ୟଟି ସୁସ୍ଥ ରହିଛି । ଉଭୟ ମା ଓ ଶାବକକୁ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଛି ।
📲Get App