🔥 TRENDING Tamil Nadu CM Vijay Issues Warning Ove... बारिश के बाद कच्ची दीवार भरभराकर गिरी રાજ્યપાલ શ્રી આચાર્ય દેવવ્રતજીએ તલોદના... ED Raids Trinamool MP Nadimul Haque’s... Madhya Pradesh Bureaucrat Faces Fourth... 12 Die in Madhya Pradesh After Alcohol...
07 Sep 2026
ગુજરાતી मराठी ਪੰਜਾਬੀ বাংলা
ଭାଲୁ ଆକ୍ରମଣରେ ୨ ଗୁରୁତର
Local

ଭାଲୁ ଆକ୍ରମଣରେ ୨ ଗୁରୁତର

✍️ Reporter: Deepak Mahapatra 🗓 07 Sep 2026, 05:20 PM 👁 4
Share: 💬 WhatsApp 📘 Facebook 𝕏 Post

ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର । ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଘୁଳୁଘୁଳିଆ ଗାଁରେ ଆଜି ସକାଳୁ ସକାଳୁ ଘଟିଛି ଏଭଳି ଏକ ଘଟଣା ।ଉଭୟ ଗୁରୁତର ଆହତ ଅବସ୍ଥାରେ ଚିତ୍କାର କରିବାରୁ ଗାଁ ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ ।

ଗାଁର ଦୁଇଭାଇ ଡୁମ୍ବି ହାଇବୃ ଓ ବେହେରା ହାଇବୃ ନିଜ ଧାନ ବିଲରେ ଘାସ ବାଛୁଥିବା ସମୟରେ ହଠାତ୍ ଏକ ଭାଲୁ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା ।
ଉଭୟ ଗୁରୁତର ଆହତ ଅବସ୍ଥାରେ ଚିତ୍କାର କରିବାରୁ ଗାଁ ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ । ପରେ ଗାଁ ଲୋକଙ୍କୁ ଦେଖି ଭାଲୁ ଜଙ୍ଗଲ ଭିତରକୁ ପଳାଇଥିଲା ।ଗାଁ ଲୋକେ ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
📲Get App