🔥 ट्रेंडिंग ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... बीआरएस ने तेलंगाना सीएम रेवंत रेड्डी क... तेलंगाना उपभोक्ताओं पर नवंबर 2026 से ब... ओडिशा के डीजीपी ने छात्र चुनाव और महिल... कनक न्यूज ओडिशा ने 45वें 8 बजे के बुले...
06 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ମହାକାଳପଡ଼ା ଥାନାରେ NHRC ଟିମ୍

✍️ रिपोर्टर: Deepak Mahapatra 🗓 06 अक्टू. 2026, 02:46 PM 👁 15
शेयर करें: 💬 WhatsApp 📘 Facebook 𝕏 Post
କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ ଏନଏଚଆରସିଙ୍କ ଟିମ୍ ନିଜର ତଦନ୍ତ କରିବେ ବୋଲି ଜଣାପଡ଼ିଥିଲା ।ଇତି ମଧ୍ୟରେ ମହାକାଳପଡ଼ା ଥାନା କ୍ୟାମ୍ପସ୍‌ରେ NHRCର ୩ ଜଣିଆ ଟିମ୍ ପହଞ୍ଚିଛନ୍ତି । ସେଠାରେ NHRC ଟିମ ମହାକାଳପଡ଼ା ପୁଲିସ, ବିଡିଓ ଏବଂ ବ୍ଲକ୍‌ କର୍ମଚାରୀଙ୍କୁ ପଚରାଉଚରା କରୁଥିବାର ସୂଚନା ମିଳିଛି ।
ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦକୁ ନେଇ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିସନ ନିକଟରେ ଅଭିଯୋଗ ହୋଇଥିଲା ।
📲Get App