स्थानीय
ତୁରୁମୁଙ୍ଗାରେ NHAIର ଜବରଦଖଲ ଉଚ୍ଛେଦ ଅଭିଯାନ
କେନ୍ଦୁଝର: NH-49ର ସିଙ୍ଗଡ଼ା - କେନ୍ଦୁଝର ରାସ୍ତାର ତୁରୁମୁଙ୍ଗା ଅଞ୍ଚଳରେ NHAI ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇଛି।
PIU-କେନ୍ଦୁଝର ଅଧୀନରେ ଚାଲିଥିବା ଏହି ଅଭିଯାନକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସକ୍ରିୟ ସହଯୋଗ କରିଥିଲେ।
ଜବରଦଖଲ ହଟାଇବା ଦ୍ୱାରା ଯାତାୟାତ ବ୍ୟବସ୍ଥାରେ ସୁଧାର, ସଡ଼କ ସୁରକ୍ଷା ବୃଦ୍ଧି ସହ ଚାଲୁଥିବା ଜାତୀୟ ରାଜପଥ ବିକାଶ କାର୍ଯ୍ୟ ନିର୍ବିଘ୍ନ ଓ ସମୟୋଚିତ ଭାବେ ଆଗେଇବାରେ ସହାୟକ ହେବ।