🔥 TRENDING વડનગરની પવિત્ર ધરા પર આયોજિત આ ધાર્મિક... Greig Fraser Joins Denis Villeneuve’s... Karnataka HC Warns: Advocates Without... Ceigall India Secures ₹684 Crore NHAI... વડનગરની પવિત્ર ધરા પર આયોજિત આ ધાર્મિક... India's US Treasury Holdings Surge by...
17 Nov 2026•
ગુજરાતી मराठी ਪੰਜਾਬੀ বাংলা

ଆଜିର ଓଡିଶା ଖବର - *NEED 24 NEWS* 🙏 *17 ନଭେମ୍ବର 2026*

✍️ Reporter: Gajindra Munda 🗓 17 Nov 2026, 10:34 AM 👁 14
Share: 💬 WhatsApp 📘 Facebook 𝕏 Post

*1. ବାତ୍ୟା ଅକ୍ଭାନ୍ - ସବୁଠୁ ବଡ ଖବର**2. ଉପ-ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ**3. ପଞ୍ଚାୟତକୁ 265 କୋଟି**4. କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ*

ଆଜିର ଓଡିଶା ଖବର - *NEED 24 NEWS* 🙏
*17 ନଭେମ୍ବର 2026*

*1. ବାତ୍ୟା ଅକ୍ଭାନ୍ - ସବୁଠୁ ବଡ ଖବର*
- ବଙ୍ଗୋପସାଗରରେ ବାତ୍ୟା ଅକ୍ଭାନ୍ ଗଢି ଉଠୁଛି। 20 ନଭେମ୍ବର ମଧ୍ୟାହ୍ନରେ ଆନ୍ଧ୍ରର ନେଲ୍ଲୋର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ। ପବନ 120-145 କିମି/ଘଣ୍ଟା।
- ଓଡିଶାର ସମସ୍ତ 30 ଜିଲ୍ଲା ସତର୍କ। 74 ଟିମ୍ - 60 ODRAF + 14 NDRF ମୁତୟନ।
- ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିରେ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ।
- 18-21 ନଭେମ୍ବର ପ୍ରବଳ ବର୍ଷା। 19 ତାରିଖରେ ପୁରୀ, ଗଞ୍ଜାମ, ଗଜପତିରେ ଅରେଞ୍ଜ ୱାର୍ଣ୍ଣିଂ। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ମନା।

*2. ଉପ-ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ*
- ଉପ-ରାଷ୍ଟ୍ରପତି CP ରାଧାକୃଷ୍ଣନ୍ ଭୁବନେଶ୍ୱର ଓ କଟକ ଗସ୍ତ କରିଛନ୍ତି। ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ନୂଆ ଟାୱାର ଉଦ୍ଘାଟନ। ସୁରକ୍ଷା ପାଇଁ 47 ପ୍ଲାଟୁନ୍ ପୋଲିସ୍।
- BJP-କଂଗ୍ରେସ ବୟକଟ୍ କରିଥିବା ଖବର ବି ଆସିଛି।

*3. ପଞ୍ଚାୟତକୁ 265 କୋଟି*
- 280 ପଞ୍ଚାୟତ ସମିତିକୁ ପ୍ରଥମ କିସ୍ତିରେ 265.44 କୋଟି ଟଙ୍କା ଡିଭୋଲ୍ୟୁସନ୍ ଗ୍ରାଣ୍ଟ ମିଳିଛି।

*4. କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ*
- କୋଣାର୍କ ବିଚ୍ ରେ ଇକୋ ରିଟ୍ରିଟ୍ ସିଜନ୍ ଖୋଲିଲା। ପର୍ଯ୍ୟଟନ ପାଇଁ ଖୁସି ଖବର।

*5. ସ୍ୱଚ୍ଛ ସର୍ଭେକ୍ଷଣରେ ଓଡିଶା*
- ପୁରୀ - ଦେଶର No.1 ସ୍ୱଚ୍ଛ କୋଷ୍ଟାଲ୍ ଟାଉନ୍, ଆସିକା - No.2 ସ୍ୱଚ୍ଛ ସହର, ଭୁବନେଶ୍ୱର - ରାଜ୍ୟର No.1 ସ୍ୱଚ୍ଛ ସହର।
📲Get App