🔥 ट्रेंडिंग ऑइल इंडिया और अरुणाचल प्रदेश ने महत्वप... छह अरुणाचल अधिकारी ने कंम्पटी में NCC... प्राइम वीडियो ने 'Our Fault: London' क... देश की संसदीय राजनीति में बड़ा बदलाव जम्मू-कश्मीर सरकार ने पुलवामा में 8 कर... રાજ્યમંત્રી કૌશિકભાઈ વેકરિયાની અધ્યક્ષ...
28 नव. 2026•
ગુજરાતી मराठी ਪੰਜਾਬੀ বাংলা

ବାଲି ଚୋରାଚାଲାଣ କରୁଥିବା ହାଇୱା ଧକ୍କାରେ ବାଇକ ଚଳକଙ୍କ ମୃତ୍ୟୁ l

✍️ रिपोर्टर: Dulendra Kumar Meher 🗓 28 नव. 2026, 09:25 PM 👁 18
यहाँ देखें: 📘 Facebook
शेयर करें: 💬 WhatsApp 📘 Facebook 𝕏 Post
ବାଲି ଚୋରା ଚାଲାଣ କରୁଥିବା ହାଇୱା ଧକା ଦେବାରୁ ଯୁବକଙ୍କ ମର୍ତ୍ୟୁ, ,. କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଭର ଛକ ଠାରେ ଏକ ଦୁଖଦଃ ଖବର ଦେଖିବାକୁ ଦେଖାଦେଇଛି l ବାଲିଚୋରା ଚାଲାଣ କରୁଥିବା ଏକ ହାଇୱା ଗାଡି ନଂOD08U 6739,ଗାଡି ମାଲିକ ଜୟପାଟଣା ର ଶ୍ରୀ କୁଞ୍ଜରଣା ର ବୋଲି ଜଣାପଡିଛି, ଗାଡି ଟି ରାତ୍ରି 8ଘଣ୍ଟା ସମୟରେ ଅଟିଗାଁ ବାଲିଘାଟକୁ ବାଲିଆଣି ଯାଉଥିବାବେଳେ, ମହିଭର ଓ ବଣ୍ଡାକୁଟୁରା ପାଖରେ ନୂଆଗୁଡା ର ଦୁଇଜଣ ଯୁବକ ବାଇକ ନଂ OD08 AC 6719 ରେ ବଣ୍ଡାକୁଟୁରା ଯାଉଥିବାବେଳେ, ମହିଭର ପାଖରେ ହାଇୱା ଧକ୍କାଦେବାରୁ ଶ୍ରୀ ଦିନେୟ ମାଝୀ( 22),ଜିତେନ୍ ପାରାଭୋଇ( 22)ବାଇକ ରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା l ଫଳରେ ନୂଆଗୁଡା ଗ୍ରାମର ଲୋକ ଖବର ପାଇ ଶ୍ରୀ ଦିନେୟ କୁ ଉଦ୍ଧାର କରି କରିଥିଲେ, ଏବଂ ଆମ୍ବୁଲାନ୍ସ ଡାକି ଡାକ୍ତର ଖାନା ପଠେଇ ଥିଲେ ଫଳରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନା ନିଆଯାଇଥିଲା, ଧର୍ମଗଡ଼ ଡାକ୍ତର ଦିନେୟ କୁ ମୃତ୍ୟୁ ଘୋଷଣା କରିଥିଲେ, ଜୁନାଗଡ଼ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗାଡିଟିକୁ ଜବତ କରିଛି,ଗାଡି ଡ୍ରାରଭର ଓ ହେଲ୍ପର ଫେରାର ହୋଇଯାଇଥିବା ଦେଖାଦେଇଛି l ତଦନ୍ତ ପରେ ପୋଲିସ କେଉଁ ପଦକ୍ଷେପ ନେଉଛି ଦେଖିବାକୁ ବାକିରହିଲା l
📲Get App