Politics
ବିଜେଡିର ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା: ପୁନର୍ଗଠନ ଆଳରେ ବରିଷ୍ଠଙ୍କୁ ଲଲିପପ୍ ଧରାଇଲେ ସୁଜାତା, ଏବେ ଅରୁଣ ‘ବ୍ଲୁ ଆଏଡ୍ ବଏ’
ଗତ ୨୮ତାରିଖରେ ଦଳର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆଳରେ ସୁଜାତାଙ୍କ ଜୋରଦାର ଏଣ୍ଟ୍ରି ଓ ପ୍ରଥମ ସାର୍ବଜନୀନ ଉପସ୍ଥିତି ମଧ୍ୟରେ ଆଜିର ଏହି ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି। ସୁଜାତା ଏହି କମିଟି ମାଧ୍ୟମରେ ଦଳରେ ନିଜର ପତିଆରା ଦେଖାଇଛନ୍ତି।
07 Oct 2026
ଓଡ଼ିଶାରେ ବିଜେପିର ନବନିଯୁକ୍ତ ପ୍ରଭାରୀ: ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା, ପଦାଧିକାରୀଙ୍କୁ ଦେଲେ ପଂଚାୟତ ଦଖଲର ଗୁରୁମନ୍ତ୍ର
ଆଗାମୀ ପଂଚାୟତ ନିର୍ବାଚନ ଆମ ପାଇଁ କୌଣସି କଠିନ ଟାସ୍କ ନୁହେଁ। ଆମର କର୍ମକର୍ତ୍ତାମାନେ ଏଥିପାଇଁ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦରେ ଆଗାମୀ ପଂଚାୟତ ନିର୍ବାଚନରେ ଆମର ନିଶ୍ଚିତ ବିଜୟ ହେବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।
07 Oct 2026
ବ୍ଲକ ପ୍ରତିବାଦରେ ବିଜେଡି ସାମିଲ
ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେବେ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
07 Oct 2026
ସମଦୂରତ୍ୱ ଆଳରେ କଂଗ୍ରେସ ସହ ଚୋରା ପୀରତି: ଇଣ୍ଡି ମେଂଟ ବିକ୍ଷୋଭରେ ସାମିଲ ହେଲା ବିଜେଡି, କଟାକ୍ଷ କଲା ବିଜେପି
07 Oct 2026
Uttarakhand CM Dhami Congratulates PM Modi on 25 Years of Public Service
Uttarakhand Chief Minister Pushkar Singh Dhami extended his congratulations to Prime Minister Narendra Modi on his 25th anniversary of public service, acknowledging the leader's contributions to the nation.
07 Oct 2026
PM Modi Prays at Delhi Temple, Reaffirms 25-Year Service Pledge
Prime Minister Narendra Modi offered prayers at a Delhi temple and renewed his pledge to serve the nation after 25 years in office.
07 Oct 2026
Police Conduct at Vote Theft Protest Criticised by Raja Warring
During protests against alleged vote theft, police actions towards leaders Priyanka and Rahul Gandhi were deemed unacceptable by Raja Warring.
07 Oct 2026
CM Nayab Singh Saini credits Modi’s reforms for Haryana’s accelerated growth
Haryana Chief Minister Nayab Singh Saini said the reforms introduced by Prime Minister Narendra Modi have significantly boosted the state’s economic growth, according to The Tribune.
07 Oct 2026
પ્રધાનમંત્રી નરેન્દ્ર મોદીના 25 વર્ષ ગવર્નન્સની ઉજવણીમાં આણંદમાં સેવા જ્યોત સર્કલનું ઉદ્ઘાટન
પ્રધાનમંત્રી નરેન્દ્ર મોદીના સુશાસનના 25 વર્ષ પૂર્ણ થવાના અવસર પર આણંદ જિલ્લામાં સેવા જ્યોત સર્કલનું ઉદ્ઘાટન કરવામાં આવશે, જેમાં સ્થાનિક જનતા સાક્ષી બનશે.
07 Oct 2026
Supreme Court to Hear Centre's Contempt Petition Over Jharkhand DGP Appointment
The Supreme Court has scheduled a hearing on the Union Government's contempt plea challenging the recent appointment of the Director General of Police in Jharkhand.
07 Oct 2026
ABVP Workers Detained in Ranchi After Police Clash During Protest
In Ranchi, ABVP activists were taken into custody following a confrontation with police during a protest march.
07 Oct 2026
Supreme Court Takes Up Ajit Kumar vs State of Jharkhand Case
The Supreme Court of India has accepted the case of Ajit Kumar against the State of Jharkhand for hearing.
07 Oct 2026