ଲାଞ୍ଚ ନେଇ CBI ହାତରେ ଧରାପଡ଼ିଲେ ୩ GST ଅଧିକାରୀ। ଭୁବନେଶ୍ୱର GST ଅଫିସର ୩ ସୁପରିଣ୍ଟେଣ୍ଡେଣ୍ଟ ଧରାପଡ଼ିଲେ। ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା CBI ଟିମ୍।