🔥 ट्रेंडिंग ਮੁੱਦਾ ਕਮੇਟੀ ਦਾ ਫੈਸਲਾ Dhan ka mandi me hui ladai ମେଡିକାଲ୍‌ ଛାତ ଉପରୁ ଡେଇଁ ରୋଗୀଲେ ରୋଗୀ, ମ... बंडा (शाहजहांपुर): थाना क्षेत्र के गां... ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସି... କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆ...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ: ୧୫ରେ ଅବପାତ, ୧୬ରେ ବାତ୍ୟା!

✍️ रिपोर्टर: Deepak Mahapatra 🗓 14 नव. 2026, 02:33 PM 👁 27
शेयर करें: 💬 WhatsApp 📘 Facebook 𝕏 Post
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତା'ପରେ ଏହା ଆହୁରି ଘନୀଭୂତ ହୋଇ ୧୬ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ।
ସ୍ପଷ୍ଟଚିହ୍ନିତ ଲଘୁଚାପଟି ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ସକ୍ରିୟ ଥିବାବେଳେ ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପ୍ତ ହୋଇଛି।
ସମ୍ଭାବ୍ୟ ବାତ୍ୟା କେଉଁ ଦିଗରେ ଗତି କରିବ ଓ ଏହାର ପ୍ରଭାବ କିପରି ରହିବ, ସେ ନେଇ ଆକଳନ କରାଯାଇନାହିଁ। ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଦିଗ ସମ୍ପର୍କରେ ଆକଳନ କରାଯାଇପାରିବ ବୋଲି ଜଣାପଡ଼ିଛି। ଯଦି ଏହା ବାତ୍ୟାର ରୂପ ନିଏ, ତା'ହେଲେ ଏହାର ନାଁ 'ଅକଭାନ' ରଖାଯିବ।
ବଙ୍ଗୋପସାଗରରେ ଏହି ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତା ପ୍ରଭାବରେ ୧୭ ତାରିଖରୁ ଉପକୂଳ ଓଡ଼ିଶାରେ ପାଗ ବଦଳିପାରେ। ୧୮ ଓ ୧୯ ତାରିଖରେ କିଛି ସ୍ଥାନରେ ବର୍ଷା ହୋଇପାରେ।
📲Get App