Education
ଗଞ୍ଜାମ ଜିଲ୍ଲାରେ ଶନିବାର, ରବିବାର ଛୁଟି ବାତିଲ୍
ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ନଭେମ୍ବର ୧୪ ଓ ୧୫ ତାରିଖ ଛୁଟି ବାତିଲ। ଶନିବାର ଓ ରବିବାର ଖୋଲା ରହିବ ସମସ୍ତ ସରକାରୀ ଅଫିସ। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।