🔥 TRENDING Unknown high‑speed vehicle hits motorb... Rajasthan Issues New SOP for Tourism L... सीतापुर के तंबौर में 5 साल की बच्ची की... 🔴 _BREAKING NEWS - NEED24 NEWS_ __ଝାର... ଯାତ୍ରୀଙ୍କୁ ଝଟକା; ବଢ଼ିଲା ଘରୋଇ ବସ୍ ଭଡ଼ା,... छठ महापर्व से पहले आदर्श नगर के चमड़ा...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ସୃଷ୍ଟି ହେଲା ଲଘୁଚାପ

✍️ Reporter: Deepak Mahapatra 🗓 13 Nov 2026, 12:34 PM 👁 14
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି ଆସନ୍ତାକାଲି ବେଳକୁ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୧୭ ତାରିଖ ବେଳକୁ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ।
କିଛି ବିଦେଶୀ ମଡେଲଙ୍କ ଆକଳନ ଅନୁଯାୟୀ ଅବପାତଟି ବାତ୍ୟାରେ ପରିଣତ ହୋଇପାରେ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
📲Get App