🔥 TRENDING शहडोल में अनुसूचित जनजाति मोर्चा भाजपा... ಕನ್ನಡ ನಟ ರಾಕೇಶ್ ಅಡಿಗ ಅವರು ಕುಟುಂಬದ ಸಮ್ಮ... ರಾವಣ-ಜಟಾಯು ಯುದ್ಧದ ದೃಶ್ಯಕ್ಕೆ 6 ವರ್ಷಗಳ ಶ... ಅಮಿತಾಬ್ ಬಚ್ಚನ್ KBC 18 ಶೋಗೆ ವಾಪಸ್, ಅಭಿಮ... સાહિત્યના વારસદારની આત્મીય શુભેચ્છા મુ... વાવ-થરાદના ચાંગડા ગામની ધરણીધર ગૌશાળામ...
13 Nov 2026•
ગુજરાતી मराठी ਪੰਜਾਬੀ বাংলা

🔴 _BREAKING NEWS - NEED24 NEWS_ __ଝାରସୁଗୁଡା - 13 ନଭେମ୍ବର 2026__

✍️ Reporter: Gajindra Munda 🗓 13 Nov 2026, 01:13 PM 👁 6
Share: 💬 WhatsApp 📘 Facebook 𝕏 Post

*1. ବଡ ଦୁର୍ଘଟଣା -*2. ଝାରସୁଗୁଡାରେ ମହିଳା ଓ ପରିବାରଙ୍କୁ ମାଡ଼**3. 104 ଟ୍ରେନ୍ ପ୍ରଭାବିତ ହେବ**4. ଛଠ୍ ପୂଜା ପାଇଁ ବଡ ବୈଠକ*

🔴 _BREAKING NEWS - NEED24 NEWS_
__ଝାରସୁଗୁଡା - 13 ନଭେମ୍ବର 2026__

*1. ବଡ ଦୁର୍ଘଟଣା - ଝାରସୁଗୁଡାର କନଷ୍ଟେବଳ ଶହୀଦ୍*
ଭଦ୍ରକ ବାସୁଦେବପୁରରେ ଲୁହା ବୋଝେଇ ଟ୍ରକ୍ ପୋଲିସ୍ ଭ୍ୟାନ୍ କୁ ଧକ୍କା ଦେଲା। ଝାରସୁଗୁଡାର କନଷ୍ଟେବଳ ହିମାଂଶୁ ରାୟ ଓ ସୁନ୍ଦରଗଡ଼ର ଅଜୟ ବାଗ୍ ଙ୍କ ମୃତ୍ୟୁ। 2 ଜଣ ଗୁରୁତର। 5f0b

*2. ଝାରସୁଗୁଡାରେ ମହିଳା ଓ ପରିବାରଙ୍କୁ ମାଡ଼*
ପୁରୁଣା ଶତ୍ରୁତାକୁ ନେଇ ମହିଳା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ। ପୋଲିସ୍ ତଦନ୍ତ ଜାରି। fcef

*3. 104 ଟ୍ରେନ୍ ପ୍ରଭାବିତ ହେବ*
27 ନଭେମ୍ବର ରୁ 17 ଡିସେମ୍ବର ଯାଏଁ ଝାରସୁଗୁଡା ୟାର୍ଡ କାମ ପାଇଁ 104 ଟ୍ରେନ୍ ବାତିଲ୍ / ପରିବର୍ତ୍ତନ ହେବ। ଯାତ୍ରା ଆଗରୁ IRCTC ଦେଖି ନିଅନ୍ତୁ। fcef

*4. ଛଠ୍ ପୂଜା ପାଇଁ ବଡ ବୈଠକ*
DMF ହଲ୍ ରେ ଜିଲ୍ଲାପାଳ କୁନାଲ ମୋତିରାମ ଚଭାନ୍ ଙ୍କ ଅଧ୍ୟକ୍ଷତାରେ ବୈଠକ। ଘାଟ ସଫା, ପାଣି, ଆଲୁଅ, ପୋଲିସ୍ ବ୍ୟବସ୍ଥା। 5c7c

_NEED24 NEWS_Jharsuguda- Odisha
📲Get App