🔥 TRENDING प्रजापत समाज ने गणेश चतुर्थी का पर्व ध... आजादी के बाद से अधूरी सड़क: छपरा से रा... બ્રેકિંગ બેંકોની દેશવ્યાપી હડતાળ ટળી આ... Two Arrested for Displaying Criminal’s... Analyst Criticizes Taylor Swift’s ‘Cle... Taylor Swift Shines in Black‑Silver Go...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

✍️ Reporter: Deepak Mahapatra 🗓 22 Sep 2026, 12:12 PM 👁 59
Share: 💬 WhatsApp 📘 Facebook 𝕏 Post
ଭାଲୁ ଆକ୍ରମଣରେ ଦୁଇ ଗୁରୁତର, ଜଣେ ଆହତ ହୋଇଛନ୍ତି । ସମସ୍ତଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଘୁସରାମାଲ ଗ୍ରାମ ନିକଟ ଜଙ୍ଗଲରେ ।ଆଜି ସକାଳେ ସରଧା ରାଉଳ (୫୮) ନିଜ ଚାଷଜମିକୁ ଯାଇଥିବା ବେଳେ ହଠାତ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ତାଙ୍କୁ ଆକ୍ରମଣ କଲାପରେ ଘର ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସୌରଭକୁ ଭାଲୁ କମୁଡ଼ିଥିଲା । ହେଲେ ତାଙ୍କ ପାଖରେ ମାମୁଁ ଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ସହିତ ଆଉ ଜଣଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରି ଆହତ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଦୁଇ ଗୁରୁତରଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି ।ଘଟଣା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ଲୋକଙ୍କୁ ଜଙ୍ଗଲକୁ ଏକୁଟିଆ ନଯିବାକୁ ସତର୍କ କରାଯାଇଛନ୍ତି ।
📲Get App