🔥 TRENDING Rajasthan Reschedules Elections to Avo... Crane Collides With 10 Vehicles in Pal... આજ રોજ પાટણ ઘટક ૧ ના તમામ આંગણવાડી કેન... Karnataka Farmers Suffer Rising Losses... Karnataka to Roll Out AI Course for Cl... RBSE to Conduct 10th Board Exams Twice...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ନଭେମ୍ବରରେ ପୋଲିସ SI ପରୀକ୍ଷା!

✍️ Reporter: Deepak Mahapatra 🗓 06 Oct 2026, 02:52 PM 👁 9
Share: 💬 WhatsApp 📘 Facebook 𝕏 Post
ଏସଆଇ ପଦବୀ ଲାଗି ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଆସନ୍ତା ନଭେମ୍ବରରେ ହେବ ପୋଲିସ SI ପରୀକ୍ଷା । ଏନେଇ ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମିରଂଜନ ସ୍ବାଇଁ ।

ଆଶାୟୀଙ୍କ ଡାଟାବେସ୍‌ ସଂଗ୍ରହ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ପିଲାଙ୍କୁ ଆସିବ ନୋଟିଫିକେସନ୍‌ । ନଭେମ୍ବର ଭିତରେ ପରୀକ୍ଷା କରାଯାଇ ଡିସେମ୍ବରରେ ନିଯୁକ୍ତି ଶେଷ ହେବ ବୋଲି କହିଛନ୍ତି ।
ଏହା ସହ ସେ କହିଛନ୍ତି, ଭାଲିଡିଟେସନ ପାଇଁ ନୋଟିଫିକେସନ ଆସିବ । ଅଶାୟୀ ଆବେଦନପତ୍ରର ପୁନଃ ଯାଞ୍ଚ କରିବାକୁ ୱେବସାଇଟ ଖୋଲିବ । ଆଶାୟୀ ନିଜ ଆବେଦନ ଯାଞ୍ଚ କରି ସାରିବା ପରେ ଆସିବ ଆଡମିଟ କାର୍ଡ ।
📲Get App