🔥 TRENDING ಸಂವಿಧಾನ ನಮ್ಮಲ್ಲರಿಗೆ ಪ್ರಜೆಗಳಾಗಿ ಮಾಡಿದೆ.... Congress Criticizes Sharad Pawar Over... કપાસની કિંમતમાં વધારો, ખેડૂતોને મળશે ન... Maharashtra Cracks Down: Repeat Traffi... फिट इंडिया मूवमेंट के तहत देशभर मे ं '... હવે દીવમાં જ પાસપોર્ટ સેવા મેળવવાની તક...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘରୁ ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା

✍️ Reporter: Deepak Mahapatra 🗓 28 Nov 2026, 02:27 PM 👁 16
Share: 💬 WhatsApp 📘 Facebook 𝕏 Post
ଘରେ କେହି ନଥିଲେ । ସମସ୍ତେ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗ୍ରୀନ ଭାଙ୍ଗି ଘରେ ପଶିଥିଲେ ଚୋର। ଆଉ ନେଇ ଯାଇଥିଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଦୁଇ ଲକ୍ଷ ଟଙ୍କା।ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କାନକଟା ଛକ ନିକଟରେ ଘଟିଛି ଏହି ବଡ଼ଧରଣର ଲୁଟ୍।

ଗତ ବିଳମ୍ବିତ ରାତିରେ ବିମଳା ବେହେରାଙ୍କ ଘରୁ ଏ‌ହି ଚୋରି ହୋଇଛି। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ପୁଲିସର ତଦନ୍ତ ଚାଲିଥିବା ବେଳେ ଲୁଟେରାଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ।
📲Get App