Local
ନାତିକୁ ସ୍କୁଲ୍ ଛାଡ଼ିବାକୁ ଯାଉଥିଲେ ଅଜା, ରାସ୍ତା ପାର ହେଉଥିବା ବେଳେ ମାଡ଼ିଗଲା ଗାଡ଼ି, ଉଭୟ ମୃତ
ନାତିକୁ ସ୍କୁଲ୍ ଛାଡ଼ିବାକୁ ଯାଉଥିଲେ ଅଜା। ରାସ୍ତା ପାର ହେଉଥିବା ବେଳେ ପିଟି ଦେଇ ପଳାଇଲା ଅଜଣା ଗାଡ଼ି। ଚାଲିଗଲା ଅଜା ଓ ନାତିଙ୍କ ଜୀବନ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋଶାଳାର ବାବୁବନ୍ଧ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ।
ମୃତ ଅଜା ନାତିଙ୍କ ଘର ସାନଟିକିରା ଗାଁରେ। ବୁର୍ଲା ପୁଲିସ ଘଟଣାର ତଦନ୍ତ କରୁଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ମୃତ ଅଜା ନାତିଙ୍କ ଘର ସାନଟିକିରା ଗାଁରେ। ବୁର୍ଲା ପୁଲିସ ଘଟଣାର ତଦନ୍ତ କରୁଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।