🔥 ट्रेंडिंग माननीय मुख्यमंत्री योगी आदित्यनाथ की प... साइक्लोन अक्वान ने किया कोलकाता और 7 ज... पप्पू यादव पर गुप्त आलोचना के बाद बिहा... प्रधानमंत्री मोदी के बिहार दौरे ने नई... दो पदों पर एक साथ कार्य: कार्यालय लाभ... बजप का श्री गुरु रविदास समरसता संकल्प...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଆସନ୍ତା ତିନି ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ

✍️ रिपोर्टर: Deepak Mahapatra 🗓 20 नव. 2026, 02:58 PM 👁 16
शेयर करें: 💬 WhatsApp 📘 Facebook 𝕏 Post
କେନ୍ଦ୍ରାପଡ଼ା : ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ପର୍ଯ୍ୟଟକ, କର୍ମଚାରୀ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ଜରୁରୀକାଳୀନ ନିଷ୍ପତ୍ତି ନିଆଯାଇଛି। ଏହି ତିନି ଦିନ ଭିତରକନିକା ଭିତରେ ଥିବା ସମସ୍ତ ପ୍ରକାର ନୌଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ଏବଂ ପୂର୍ବରୁ ହୋଇଥିବା ସମସ୍ତ ରାତ୍ରିଯାପନ ବୁକିଂକୁ ମଧ୍ଯ ବାତିଲ୍ କରାଯାଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ବାତ୍ୟା ବିପଦ ଟଳିବା ପରେ ଏବଂ ପାଗ ଅନୁକୂଳ ହେଲେ ଭିତରକନିକା ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
📲Get App