मौसम
ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଅକୱାନ'
ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି।
ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ଅକ୍ୱାନ୍ ।
ଗୋପାଳପୁର ଠାରୁ ଏହା ୭୧୦କିମି ଦୂରରେ ଥିବା ବେଳେ ପୁରୀ ଠାରୁ ୭୭୦କିମି ଦୁରରେ ଏବଂ ବିଶାଖାପାଟନମ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।