🔥 ट्रेंडिंग Nc mla abdul Majid larmi ka bada khula... आरबीआई ने बैंकों के माध्यम से ₹50,000... भूमि विवाद में उत्तर प्रदेश में एक की... सुबह की सैर के दौरान गिरकर अस्पताल में... सुप्रीम कोर्ट कॉलेजियम हाई कोर्ट जजों... टीएनसीसी प्रमुख ने MLA का समर्थन, टैगो...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
धर्म

କଟକରେ ଆଜି କାଳୀପୂଜା ଭସାଣି, କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

✍️ रिपोर्टर: Deepak Mahapatra 🗓 11 नव. 2026, 01:03 PM 👁 29
शेयर करें: 💬 WhatsApp 📘 Facebook 𝕏 Post
ଆଜି କଟକରେ କାଳୀପୂଜା ଭସାଣି ଅନୁଷ୍ଠିତ ହେଉଛି। ଆଜିର ଭସାଣି ଶୋଭାଯାତ୍ରାରେ ସହରର ମୋଟ ୮୦ଟି ମେଢ଼ ସାମିଲ ହେବ। ପୁରୀଘାଟସ୍ଥିତ ଦେବୀଗଡ଼ା ଠାରେ ମା'ଙ୍କ ପ୍ରତିମା ବିସର୍ଜନ କରାଯିବ।ସେଥିପାଇଁ ପୂର୍ବରୁ କାଠଯୋଡ଼ି ନଦୀରେ କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି।
ଦୁର୍ଗାପୂଜା ଭସାଣି ଭଳି କାଳୀପୂଜା ଭସାଣିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ରାତି ୯ଟା ପରେ ବାଣ ଫୁଟାଇବା ଉପରେ କଟକଣା ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ୬୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି।
📲Get App